୧୮ରେ ପୁଣି ଏକ ଲଘୁଚାପ: ୩ ଦିନ ବର୍ଷିବ

୨୦ରେ ଅବପାତର ରୂପ ନେଇପାରେ ଭୁବନେଶ୍ୱର : ଆସନ୍ତା ୧୮ ତାରିଖରେ ପଶ୍ଚିମ-କେନ୍ଦ୍ର ତଥା ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ସେହିଭଳି ସମୁଦ୍ରପତ୍ତନର ୦.୯ କିଲୋମିଟର ଊର୍ଦ୍ଧ୍ୱରେ ପଶ୍ଚିମବଙ୍ଗ ଓ ବିହାର ଆଖପାଖରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବାରୁ ଏହାର ପ୍ରଭାବରେ ଆଜି ଓଡ଼ିଶାର କେତେକ ସ୍ଥାନରେ ବର୍ଷା ହୋଇଛି। ଲଘୁଚାପ ପ୍ରଭାବରେ ଆସନ୍ତା ୧୯ରୁ ୨୧ ଯାଏ ତିନିଦିନ ଧରି ଓଡ଼ିଶାରେ ଘଡ଼ଘଡ଼ି ସହ ପ୍ରବଳ … Continue reading ୧୮ରେ ପୁଣି ଏକ ଲଘୁଚାପ: ୩ ଦିନ ବର୍ଷିବ